IITs To Teach B.Ed Courses: বড় ঘোষণা কেন্দ্রীয় শিক্ষামন্ত্রীর! এবার আইআইটিতেও পড়ানো হবে বিএড?
- Published by:Madhurima Dutta
- news18 bangla
Union Education Minister Dharmendra Pradhan: ইন্ডিয়ান ইনস্টিটিউট অফ টেকনোলজিস (IITs) শীঘ্রই চার বছরের সমন্বিত শিক্ষক শিক্ষা প্রোগ্রাম বা ব্যাচেলর ইন এডুকেশন (বিএড) কোর্স পড়ানো শুরু করবে।
ଆଇଆଇଟି ଭୁବନେଶ୍ୱର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଏଠାକାର ଅନୁକୂଳ ପରିବେଶରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ । ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ । pic.twitter.com/gOkUc1kktY
— Dharmendra Pradhan (@dpradhanbjp) June 11, 2022
ଚଳିତବର୍ଷ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ 4 ବର୍ଷୀୟା ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ ବା ଆଇଟେପର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ । ଏହା ଦ୍ୱାରା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ । pic.twitter.com/saWB4GU4nO
— Dharmendra Pradhan (@dpradhanbjp) June 11, 2022








